Taranisen Sethi (@Sethitarani) header
Taranisen Sethi (@Sethitarani) profile picture

The Helping Hand

Bargarh,Odisha,India
Joined May 2023
Photo by Taranisen Sethi (@Sethitarani)Photo by Taranisen Sethi (@Sethitarani)Photo by Taranisen Sethi (@Sethitarani)Photo by Taranisen Sethi (@Sethitarani)Photo by Taranisen Sethi (@Sethitarani)Photo by Taranisen Sethi (@Sethitarani)Photo by Taranisen Sethi (@Sethitarani)Photo by Taranisen Sethi (@Sethitarani)Photo by Taranisen Sethi (@Sethitarani)Photo by Taranisen Sethi (@Sethitarani)
Taranisen Sethi retweeted
ମାନ୍ୟବର @CMO_Odisha ଓ @DGPOdisha @odisha_police ଙ୍କୁ ଅନୁରୋଧ 🙏Odisha Police CCTNS Citizen Portalରେ Lost Property Registration ସମୟରେ Text Box Character Limit କମ୍ ଥିବାରୁ ନାଗରିକମାନେ ସମ୍ପୂର୍ଣ୍ଣ ଅଭିଯୋଗ ଲେଖିବାରେ ଅସୁବିଧା ଭୋଗୁଛନ୍ତି🙏 #OdishaPolice #CCTNS #DigitalOdisha #CitizenServices
13
8
1
11
300
ବଲାଙ୍ଗୀର ଜିଲ୍ଲା,ମୁରୀବାହାଲ ବ୍ଲକ ବାନ୍ଦୁପାଲା ଗ୍ରାମ,ଦୁଃଖର ବିଷୟ ସ୍ୱାମୀଙ୍କ ଦେହାନ୍ତକୁ ୫ ବର୍ଷ ବିତିଗଲା, ତଥାପି ଯଜ୍ଞସେନୀ ନାଗଙ୍କୁ ମିଳିନାହିଁ ବିଧବା ଭତ୍ତା କିମ୍ବା ରାସନ କାର୍ଡର ସୁବିଧା। ଜଣେ ଅସହାୟ ମହିଳାଙ୍କୁ ନିଜ ହକ୍ ପାଇଁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ❓ @CollectorBgr @Food_Odisha @SSEPD2 @SsepdB.
4
4
9
227
Taranisen Sethi retweeted
Please kindly look into the matter and resolve the issue @CMO_Odisha @DMBargarh @RWSS_Bargarh @RabiNaikBJP
2
9
170
Taranisen Sethi retweeted
ଓଡ଼ିଶାର ସମସ୍ତ ଚାଷୀ ଭାଇମାନଙ୍କ ତରଫରୁ ଅନୁରୋଧ, #KheeraSetu ଆପ୍ ବ୍ୟାନ ହେବା ଦ୍ୱାରା ଦୁଗ୍ଧ ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଆମ ବ୍ୟବସାୟ ଓ ଜୀବିକା ଉପରେ ବଡ଼ ପ୍ରଭାବ ପକାଇଛି। ସରକାର ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରନ୍ତୁ ଏବଂ ଆପ୍‌କୁ ତୁରନ୍ତ ଫେରାଇ ଆଣନ୍ତୁ। 🙏 @CMO_Odisha @OMFEDofficial
1
2
2
81
ସମ୍ବଲପୁର ଜିଲ୍ଲା, କୁଚିଣ୍ଡା ବ୍ଲକ,ବାଙ୍କେ ଗ୍ରାମ ପଞ୍ଚାୟତର ବାଙ୍କେ ଗ୍ରାମର ଦୟାନନ୍ଦ ହଂସ (୬୧) ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ। @BKuchinda @SDMKuchinda @dssosamb ଦୟାକରି ଘଟଣାର ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନିଅନ୍ତୁ। #SocialSecurity #PensionRights #Odisha
4
20
28
424
Taranisen Sethi retweeted
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଗୋଲୁର ପଞ୍ଚାୟତ ସଦର ମହକୁମା ଗଣପତି ଚାଉଟିଆଙ୍କ ଘର ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଘର ଭୁଶୁଡି ପଡିଛି ସରକାର ଓ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବାସ ଗୃହ ଓ ଘରଭଙ୍ଗା ସହାୟତା ପ୍ରଦାନ କରିବାକୁ ଅନୁରୋଧ @CMO_Odisha @PRDeptOdisha @rdmodisha @koraputdm @ZP_Koraput @BDO_Nandapur
2
5
94
Honourable @RDOdisha Sir, I Kindly Request To You Look Into This Matter And Take Appropriate Steps As Soon As Possible. @MohanMOdisha @CMO_Odisha @_anugarg @RabiNaikBJP @PRDeptOdisha @DM_Subarnapur @sonepurblock
1
1
1
65
Taranisen Sethi retweeted
In a small Greek restaurant in Cambridge my journey of love began. Rajiv and I created a world filled with love, laughter and memories. On 10th November, I share that world with you.
2,621
10,958
1,118
55,510
3,200,823
🚨 ଭିନ୍ନକ୍ଷମ ହୋଇ ମଧ୍ୟ ମିଳିନାହିଁ ପ୍ରମାଣପତ୍ର! ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ, ଶିରିଡ଼ ଗ୍ରା.ପ.ର ସଙ୍କର୍ଷଣ ବାଙ୍କଡା ଆଜିଯାଏ ଭିନ୍ନକ୍ଷମ ପ୍ରମାଣପତ୍ର ପାଇନାହାନ୍ତି। ତାଙ୍କ ସ୍ତ୍ରୀଙ୍କ ଆକୁଳ ନିବେଦନ—ଶୀଘ୍ର ପ୍ରମାଣପତ୍ର ଦେଇ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରନ୍ତୁ। @DmSambalpur @CDMOSambalpur #DisableRights
2
27
35
784
Taranisen Sethi retweeted
ପୂର୍ବ ଶତ୍ରୁତାକୁ ନେଇ କାର୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ବାଲେଶ୍ୱର ଜିଲ୍ଲା,ଜଳେଶ୍ୱର ଥାନା ଅନ୍ତର୍ଗତ କେଶପୁରା ଗ୍ରାମରେ ଚାଞ୍ଚଲ୍ୟ @DGPOdisha @odisha_police @PrithivirajBJP @SPBalasore @igerbaleshwar @SecyChief @CMO_Odisha ବାଲେଶ୍ୱର ଜିଲ୍ଲା ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ସରକାର ଆଇନ ଶୃଙ୍ଖଳା ଉପରେ ଫେଲ👍
6
12
1
15
484
Having no proper house, #Udabati_Suna is spending her life on the roadside. A humble request to the district administration to take note of the published news and include her in the Pradhan Mantri Awas Yojana at the earliest and provide her a house. @CMO_Odisha @PRDeptOdisha
1
4
1
5
340
Taranisen Sethi retweeted
A child admitted to SUM Hospital, BBSR, urgently needs support. kindly consider the Ration Card and extend all eligible government medical facilities so the child can receive timely and proper treatment. Your support can save a precious life. 🙏💙 M-98615 85685 @MahalingMukesh
6
12
1
19
736
Taranisen Sethi retweeted
🚨 ଅସହାୟ ବିଧବା ରଶ୍ମିତା ସ୍ୱାଇଁଙ୍କୁ ସହାୟତା ମିଳିବ କେବେ? 📍 ଅଣ୍ଟିଆ ପଞ୍ଚାୟତ, ଧର୍ମଶାଳା, ଯାଜପୁର। ୩ ମାସ ହେଲା ଭତ୍ତା ନାହିଁ, ରାସନ ଚାଉଳ ମିଳୁନାହିଁ। ନା ଜମି ଅଛି, ନା ପକ୍କାଘର। ଖାଦ୍ୟ ପାଇଁ ହଇରାଣ ହେଉଛନ୍ତି। 🙏 @PRDeptOdisha @dm_jajpur @SSEPD2 ଦୟାକରି ତୁରନ୍ତ ଭତ୍ତା, ରାସନ ଓ ଆବାସ ସହାୟତା ଯୋଗାଇ ଦିଅନ୍ତୁ।
1
1
3
93
୫୦ରୁ ଉର୍ଦ୍ଧ ଦୋକାନୀ ଭରଷା କରୁଥିବା ଗୋଟିଏ ମାତ୍ର ନଳକୂପଟିକୁ ଉଚ୍ଚସ୍ଥାନରେ ରଖି ଏହାର ଚତୁର୍ପାଶ୍ୱ ପରିଷ୍କାର ରକ୍ଷା କରିବାକୁ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପ୍ରଶାସନକୁ ବିନମ୍ର ଅନୁରୋଧ l @MohanMOdisha @CMO_Odisha @SecyChief @_anugarg @RabiNaikBJP @PRDeptOdisha @DMBargarh @RWSS_Bargarh @bheden_block
3
3
9
271
Taranisen Sethi retweeted
ବାଙ୍ଗିରିପୋଷି-ବାରିପଦା-ବାଲେଶ୍ବର ମଧ୍ୟରେ 5 ଥର #Memu ସେବା ମିଳିବ କେବେ? MP @mpnabamajhi ଚିଠି କୁ@RailwaySeva @RailMinIndia ମଞ୍ଜୁର ମିଳୁନି କାହିଁକି? ମାନ୍ୟବର@AshwiniVaishnawବାବୁ ଉତ୍ତର ରଖନ୍ତୁ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ଦେଖା ଦେଲାଣି Cc @narendramodi youtu.be/57oxtRihIcM?si youtu.be/GpGGbA8m-Jk?si
1
2
2
66
Honourable @CollectorBgr Sir, I Kindly Request To You Look Into This Matter And Take Necessary Action. @MohanMOdisha @CMO_Odisha @SecyChief @RabiNaikBJP @PRDeptOdisha @bdomuribahal1
1
1
3
79
#ତେଲିବନ୍ଧ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରରେ କର୍ମଚାରୀ ଅଭାବ l ବାରମ୍ବାର ଅଭିଯୋଗ ସ୍ୱତ୍ତ୍ୱେ ଫିଟୁନି ସମାଧାନର ବାଟ l ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଅଞ୍ଚଳବାସୀ l ଜିଲ୍ଲା ପ୍ରଶାସନ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ବିନମ୍ର ଅନୁରୋଧ l @MohanMOdisha @CMO_Odisha @SecyChief @_anugarg @farddepartment
2
3
7
187
Taranisen Sethi retweeted
ଅଜଣା ରୋଗରେ ଆକ୍ରାନ୍ତ ରାଧା ଖରା ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ନେଇ ପାରୁ ନଥିବା ପିତା:- ଅରନା ଖରା କହିଛନ୍ତି। ଏହି ଦୃଶ୍ୟ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଚାଟୁଆ ପଞ୍ଚାୟତ ପଗରା ଗ୍ରାମର @koraputdm @CMO_Odisha @HFWOdisha @MahalingMukesh
5
1
8
207
ପିଇବା ପାଣିରୁ ଆସୁଛି କିରାସିନି ଗନ୍ଧ, ଆଦର୍ଶ କଲୋନିରେ ଅସନ୍ତୋଷ l ଜଳ ନମୁନା ପରୀକ୍ଷା କରି ତୁରନ୍ତ ଏହାର ପ୍ରତିକାର କରିବାକୁ ବିନମ୍ର ଅନୁରୋଧ l @MohanMOdisha @CMO_Odisha @SecyChief @_anugarg @HUDDeptOdisha @dr_kcmahapatra @ushapadhee1996 @SMC_Sambalpur @DmSambalpur @EEPHDSBP @dpradhanbjp
1
2
4
94
Taranisen Sethi retweeted
ଜଗତସିଂହପୁର ପୌରପାଳିକା ଅଧିନ ହରିହରପୁର ୯ନଂ ୱାର୍ଡର ସରସ୍ୱତୀ ସାହୁଙ୍କ ପରିବାର ସଦସ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ। ରାସନ୍ କାର୍ଡ଼ରେ ନାମ ନଥିବାରୁ ଆୟୁଷ୍ମାନ କାର୍ଡ଼ ଓ ଶିକ୍ଷା ସୁବିଧା ମିଳୁନାହିଁ। ରାସନ୍ କାର୍ଡ଼ରେ ନାମ ଯୋଡ଼ିବା ପାଇଁ @Food_Odisha ମହୋଦୟଙ୍କୁ ବିନମ୍ର ଅନୁରୋଧ। @CollectorJspur @CSOJAGATSINGHP1
6
11
16
695